ଅମାନବ Amānaba

  • ସଂ. ବିଣ. (ଅ+ମାନବ) — ଅଲୌକିକ; ଅତିମାନୁଷ
  • ସଂ. ବିଣ. (ଅ+ମାନବ) — ଯେ ମନୁଙ୍କ ବଂଶଧର ନୁହେ