ଅମଜା Amāja

  • ଦେ. ବିଣ. (ସଂ. ଅମାର୍ଜିତ) — ଯାହା ମଜା ହୋଇ ନାହିଁ; ଅମାର୍ଜିତ
  • ଦେ. ବିଣ. (ସଂ. ଅମାର୍ଜିତ) — ଅପରଷ୍କୃତ (ବାସନ)