ଅମଙ୍ଗ Amaṅga

  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଅନିଚ୍ଛୁକ; ଅସମ୍ମତ; ନାରାଜ; ନାମଙ୍ଗ — Unwilling; reluctant
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଦିଗ୍ବିଜୟି—ଆର୍ଯ୍ୟସିଂହ ଔରସେ ଜନମି। ହେଲ କି ଅମଙ୍ଗ ଆହା ନିଜସ୍ୱ—ରକ୍ଷଣେ? ରାଧାନାଥ—ମହାଯାତ୍ରା।