ଅଭେକ Abheka

  • ଦେ. ବିଣ. ପୁଂ. ଓ ସ୍ତ୍ରୀ. — ଭେକହୀନ — Ragged
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. — ବସ୍ତ୍ରହୀନ — Without proper clothes
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. — ଦରିଦ୍ର — Poor; destitute
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. — ନିଷ୍କର୍ମା — Unemployed
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. — ଅନ୍ନବସ୍ତ୍ରହୀନ — Destitute of clothing or food