ଅଭୀଶୁ Abhīṡu

  • ସଂ. ବି (ଅଭି=ସମ୍ୟକ୍+ଅଶ ଧାତୁ=ବ୍ୟାପିବା+କର୍ତ୍ତୃ. ଉ) — କିରଣ — Ray
  • ସଂ. ବି (ଅଭି=ସମ୍ୟକ୍+ଅଶ ଧାତୁ=ବ୍ୟାପିବା+କର୍ତ୍ତୃ. ଉ) — ଲଗାମ — Bridle; reins
  • ସଂ. ବି (ଅଭି=ସମ୍ୟକ୍+ଅଶ ଧାତୁ=ବ୍ୟାପିବା+କର୍ତ୍ତୃ. ଉ) — କାମ — Cupid
  • ସଂ. ବି (ଅଭି=ସମ୍ୟକ୍+ଅଶ ଧାତୁ=ବ୍ୟାପିବା+କର୍ତ୍ତୃ. ଉ) — ଅନୁରାଗ — Attachment
  • ସଂ. ବିଣ — ଇଚ୍ଛୁକ — willing; desirous