ଅଭାବ Abhāba
- ସଂ. ବି. (ଅ=ନୁହେ+ଭାବ=ସତ୍ତା) — ଅସତ୍ତା; ଅବିଦ୍ୟମାନତା; ନ ଥିବା ଅବସ୍ଥା — Non-existence
- ସଂ. ବି. (ଅ=ନୁହେ+ଭାବ=ସତ୍ତା) — ଅନୁପସ୍ଥିତି — Absence
- ସଂ. ବି. (ଅ=ନୁହେ+ଭାବ=ସତ୍ତା) — ବିତ୍ତହୀନତା — Pecuniary want
- ସଂ. ବି. (ଅ=ନୁହେ+ଭାବ=ସତ୍ତା) — ଅମେଳ; ଅସଦ୍ଭାବ — Enmity; want of good feeling
- ସଂ. ବି. (ଅ=ନୁହେ+ଭାବ=ସତ୍ତା) — ତୋର ଶିବଙ୍କର କିପାଁ ଏଡ଼େକ ଅଭାବ। ସାରଳାମହାଭାରତ. ମଧ୍ୟ।
- ସଂ. ବି. (ଅ=ନୁହେ+ଭାବ=ସତ୍ତା) — ମୃତ୍ୟୁ — Death
- ସଂ. ବି. (ଅ=ନୁହେ+ଭାବ=ସତ୍ତା) — ତୁମ୍ଭେ ସେନାପତି ହୋଇଲେ ସବାନ୍ଧବ କରି ଯୁଧିଷ୍ଠିରଙ୍କ କରିବି ଅଭାବ। କୃଷ୍ଣସିଂହ. ମହାଭାରତ, ଭୀଷ୍ମ।
- ସଂ. ବି. (ଅ=ନୁହେ+ଭାବ=ସତ୍ତା) — ବିନାଶ — Extinction; annihilation
- ସଂ. ବି. (ଅ=ନୁହେ+ଭାବ=ସତ୍ତା) — ତିନି ଲୋକ ହିତୈଷୀ ହୋଇ ରୁଦ୍ର ଦେବ ଏ ରୂପରେ କଲେଟି ତ୍ରିପୁର ଅଭାବ। କୃଷ୍ଣସିଂହ. ମହାଭାରତ; କର୍ଣ୍ଣ।
- ସଂ. ବି. (ଅ=ନୁହେ+ଭାବ=ସତ୍ତା) — (ନ୍ୟାୟ ଶାସ୍ତ୍ର) ଅସ୍ତିତ୍ୱକୁ ନ ମାନିବା — (Logic) Negation of existence
- ସଂ. ବି. (ଅ=ନୁହେ+ଭାବ=ସତ୍ତା) — [ଦ୍ର—ଏହା ଦୁଇ ପ୍ରକାର, ଯଥା
- ସଂ. ବି. (ଅ=ନୁହେ+ଭାବ=ସତ୍ତା) — ସଂସର୍ଗାଭାବ — Universal negation