ଅଭାବେ Abhābe
- ଦେ. ଅ — ଅଭାବପକ୍ଷରେ (ଦେଖ) — Abhābapakshare (See)
- ଦେ. ଅ — ପୂର୍ବକଥିତ ବିଷୟ ନ ଘଟିଲେ; ନୋଚେତ୍ — In the case of the said event not happening
- ଦେ. ଅ — ଅଦୃଷ୍ଟବଳୁ କିଶୋରୀ ଅଙ୍ଗୀକାର କଲେ ସରି, ଅଭାବେ ଉଚ୍ଛନ୍ନ ହେବ ଏ ବଲ୍ଲବ ପଲ୍ଲୀଟି— କବିସୂର୍ଯ୍ୟ. କିଶୋରୀଚମ୍ଫୁ. ଣ. ଗୀତ।