ଅଭାଗ Abhāga

  • ସଂ. ବିଣ. ପୁଂ (ବହୁବ୍ରୀହି; ଅ+ଭାଗ) — ଅଭାଗ୍ୟ; ଭାଗ୍ୟହୀନ — Unfortunate
  • ସଂ. ବି — ଭାଗ ବା ବଣ୍ଟରାର ଅଭାବ — Absence of division