ଅଭଲ Abhala
- ଗ୍ରା. ବିଣ — ମନ୍ଦ — Bad
- ଗ୍ରା. ବିଣ — ପ୍ରାନ୍ତେ ଏକା ଅଭଲ ଦଶାକୁ ପାଇବ—କୃଷ୍ଣସିଂହ. ମହାଭାରତ, ବନ।
- ଗ୍ରା. ବିଣ — ଅନୁତ୍ତମ — Not good
- ଗ୍ରା. ବିଣ — ହେୟ — Despicable
- ଦେ. ବି. — ମନ୍ଦ କଥା — Bad thing
- ଦେ. ବି. — ଦୁର୍ନାମ; ନିନ୍ଦା; ଅକୀର୍ତ୍ତି; ବଦ୍ନାମ — Evil repute; blame
- ଦେ. ବି. — କୁପୁତ୍ରେ ଶୁଣାନ୍ତି ପିତା ମାତାଙ୍କୁ ଅଭଲ—ପୀତାମ୍ବର. ନୃସିଂହପୁରାଣ।
- ଦେ. ବି. — ଅପବାଦ — Defamation
- ଦେ. ବି. — କୁବାକ୍ୟ — Bad words
- ଦେ. ବି. — ଅମଙ୍ଗଳ; ଅଶୁଭ — Evil