ଅବ୍ରଣ Abraṇa

  • ସଂ. ବିଣ. ପୁଂ. (ଅ+ବ୍ରଣ) — ବ୍ରଣରହିତ — Having no scar
  • ସଂ. ବିଣ. ପୁଂ. (ଅ+ବ୍ରଣ) — ଅକ୍ଷତ — Unhurt; unwounded
  • ସଂ. ବିଣ. ପୁଂ. (ଅ+ବ୍ରଣ) — ଯାହା ଅଙ୍ଗହୀନ ନୁହେ; ପୂର୍ଣ୍ଣ — Perfect