ଅବ୍ଜ Abja
- ସଂ. ବି (ଅପ୍=ଜଳ+ଜନ୍ ଧାତୁ+କର୍ତ୍ତୃ. ଅ) — ଯାହା ଜଳରେ ଜନ୍ମେ
- ସଂ. ବି (ଅପ୍=ଜଳ+ଜନ୍ ଧାତୁ+କର୍ତ୍ତୃ. ଅ) — ପଦ୍ମ; କମଳ — Lotus
- ସଂ. ବି (ଅପ୍=ଜଳ+ଜନ୍ ଧାତୁ+କର୍ତ୍ତୃ. ଅ) — ଶଙ୍ଖ — Conch
- ସଂ. ବି (ଅପ୍=ଜଳ+ଜନ୍ ଧାତୁ+କର୍ତ୍ତୃ. ଅ) — ଚନ୍ଦ୍ର (ସମୁଦ୍ର ମନ୍ଥନରୁ ଉତ୍ପନ୍ନ ହୋଇଥିବାରୁ) — The moon
- ସଂ. ବି (ଅପ୍=ଜଳ+ଜନ୍ ଧାତୁ+କର୍ତ୍ତୃ. ଅ) — କର୍ପୂର — Camphor
- ସଂ. ବି (ଅପ୍=ଜଳ+ଜନ୍ ଧାତୁ+କର୍ତ୍ତୃ. ଅ) — ଧନ୍ୱନ୍ତରି — The heavenly physician
- ସଂ. ବି (ଅପ୍=ଜଳ+ଜନ୍ ଧାତୁ+କର୍ତ୍ତୃ. ଅ) — ଶତକୋଟି ସଂଖ୍ୟା; ଏକବୃନ୍ଦ (ସଂଖ୍ୟା) — One billion
- ସଂ. ବି (ଅପ୍=ଜଳ+ଜନ୍ ଧାତୁ+କର୍ତ୍ତୃ. ଅ) — ନିଚୁଳ (ବୃକ୍ଷ) (ଦେଖ) — Nichulab (tree) (See)
- ସଂ. ବିଣ — ଜଳଜ; ଜଳରୁ ଜାତ — Born of water