ଅବେଣି Abeṇi

  • ସଂ. ବିଣ (ବହୁବ୍ରୀହି; ଅ+ବେଣି) — ବେଣୀ ବନ୍ଧା ହୋଇ ନ ଥିବା (କେଶ) — Not braided or plaited (hair)
  • ସଂ. ବିଣ (ବହୁବ୍ରୀହି; ଅ+ବେଣି) — ଯାହାର କେଶ ବେଣି ରୂପେ ବନ୍ଧା ଯାଇ ନାହିଁ — Having no braided hair
  • ସଂ. ବିଣ (ବହୁବ୍ରୀହି; ଅ+ବେଣି) — ଏକତ୍ର ସଂଗମ ହୋଇ ବହୁ ନ ଥିବା (ନଦୀଚୟ) — (rivers) Not flowing together or commingled