ଅବୀଜକ Abījaka

  • ସଂ. ବିଣ. (ବହୁବ୍ରୀହି; ଅ+ବୀଜ+କ) — ଯାହାର ମଞ୍ଜି ନାହିଁ — Seedless
  • ସଂ. ବିଣ. (ବହୁବ୍ରୀହି; ଅ+ବୀଜ+କ) — ଅଣପୁରୁଷା; ସହବାସ ଶକ୍ତି ରହିତ (ପୁରୁଷ) — Impotent (person)
  • ସଂ. ବିଣ. (ବହୁବ୍ରୀହି; ଅ+ବୀଜ+କ) — ମୂଳକାରଣହୀନ — Having no prime cause