ଅବୀଚି Abīchi

  • ସଂ. ବିଣ. (ବହୁବ୍ରୀହି; ଅ+ବୀଚି) — ତରଙ୍ଗହୀନ — Waveless
  • ସଂ. ବି — ନରକବିଶେଷ (ଏ ନରକରେ ଯମଦୂତମାନେ ମିଥ୍ୟାବାଦୀ ଲୋକକୁ ପକାନ୍ତି) — Name of a hell