ଅବିଷା Abishā

  • ସଂ. ବି (ଅବିଷ+ଆ) — ପୃଥିବୀ — The earth
  • ସଂ. ବି (ଅବିଷ+ଆ) — ସ୍ୱର୍ଗ — Heaven
  • ସଂ. ବି (ଅବିଷ+ଆ) — ନିର୍ବିଷାତୃଣ — A kind of non-poisonous grass
  • ସଂ. ବି (ଅବିଷ+ଆ) — ନଦୀ — River (Apte)