ଅବିଜା Abijā

  • ଦେ. ବିଣ. (ଗଳିରେ ବ୍ୟବହୃତ) (ସଂ. ଅ+ବୀଜ) — ବେଧୁଆ; ଜାରଜ — Bastard; illegitimate
  • ଦେ. ବିଣ. (ଗଳିରେ ବ୍ୟବହୃତ) (ସଂ. ଅ+ବୀଜ) — ଅନିର୍ଦ୍ଦିଷ୍ଟପିତୃକ — (a child) Whose father can not be traced