ଅବିକଳ Abikaḻa

  • ସଂ. ବିଣ. (ଅ+ବିକଳ=ଅସଂପୂର୍ଣ୍ଣ) — ଅଖଣ୍ଡିତ — Unmutilated
  • ସଂ. ବିଣ. (ଅ+ବିକଳ=ଅସଂପୂର୍ଣ୍ଣ) — ଯାହା ଅଙ୍ଗହୀନ ନୁହେ; ସମ୍ପୂର୍ଣ୍ଣ — Whole
  • ସଂ. ବିଣ. (ଅ+ବିକଳ=ଅସଂପୂର୍ଣ୍ଣ) — ଅବିକୃତ — Genuine; true
  • ସଂ. ବିଣ. (ଅ+ବିକଳ=ଅସଂପୂର୍ଣ୍ଣ) — ହୁବ୍ହୁ; ଯେପରି ଥିଲା ସେହିପରି — Exact
  • ସଂ. ବିଣ. (ଅ+ବିକଳ=ଅସଂପୂର୍ଣ୍ଣ) — ଅବ୍ୟାକୁଳ; ଶାନ୍ତ — Not agitated; calm
  • ସଂ. ବିଣ. (ଅ+ବିକଳ=ଅସଂପୂର୍ଣ୍ଣ) — ପୂର୍ଣ୍ଣ — Full; complete
  • ସଂ. ବିଣ. (ଅ+ବିକଳ=ଅସଂପୂର୍ଣ୍ଣ) — ଅପରିବର୍ତ୍ତିତ — Unmodified
  • ସଂ. ବିଣ. (ଅ+ବିକଳ=ଅସଂପୂର୍ଣ୍ଣ) — ସଂପୂର୍ଣ୍ଣରୂପେ ମେଳ ହୋଇଥିବା — Tallying in all respects
  • ଦେ. ବିଣ — ଅଭୀତ — Not frightened
  • ଦେ. ବିଣ — ଆମ୍ଭର ଘୋଡ଼ାମାନେ ହେବାରୁ ଯୁଦ୍ଧକାଳ ଗରଜୁଛନ୍ତି ସିନା ହୋଇ ଅବିକଳ। କୃଷ୍ଣସିଂହ, ମହାଭାରତ, ବିରାଟ।
  • ଦେ. କ୍ରି. ବିଣ — ଅବିକୃତ ଭାବରେ; ହୁବ୍ହୁ — Exactly
  • ଦେ. କ୍ରି. ବିଣ — ସମ୍ପୂର୍ଣ୍ଣରୂପେ — In all respects