ଅବାୟେ Abāye

  • ଦେ. କ୍ରି. ବିଣ — ପବନ ନ ଥିଲାବେଳେ; ବିନା ବାୟୁରେ — Without any wind
  • ଦେ. କ୍ରି. ବିଣ — ସୂର୍ଯ୍ୟକାନ୍ତିପୁର— ବିଜୟା ନଗର ଅବାୟେ ପଡ଼ିଲା ଭାଳି। ପ୍ରାଚୀ. ରହସ୍ୟମଞ୍ଜରୀ—