ଅବାଗି Abāgi
- ଦେ. ବିଣ. ପୁଂ ଓ ସ୍ତ୍ରୀ — ଅଖାଡ଼ୁଆ (ବ୍ୟକ୍ତି) — Clumsy (person)
- ଦେ. ବିଣ. ପୁଂ ଓ ସ୍ତ୍ରୀ — ଅଶୃଙ୍ଖଳା (ବ୍ୟକ୍ତି) — Unsystematic; unmethodical
- ଦେ. ବିଣ. ପୁଂ ଓ ସ୍ତ୍ରୀ — ଏକବାଗିଆ; ଏକଜିଦିଆ — Headstrong; obstinate
- ଦେ. ବିଣ. ପୁଂ ଓ ସ୍ତ୍ରୀ — ଯାହାକୁ ବାଗ ବା ବଶକୁ ଅଣାଯାଇ ନ ପାରେ — Uncontrollable
- ଦେ. ବିଣ. ପୁଂ ଓ ସ୍ତ୍ରୀ — ଅସୁବିଧାଜନକ (ବିଷୟ) — Inconvenient
- ଦେ. ବିଣ. ପୁଂ ଓ ସ୍ତ୍ରୀ — ଗୋଳମାଳିଆ (ବିଷୟ) — Confused