ଅପୈଠ Apa̲i̱ṭha
- ଦେ. ବିଣ. (ସଂ. ଅପ୍ରବିଷ୍ଟ; ପ୍ରା. ଅପଇଟ୍ଠ) — ଅପଇଠ (ଦେଖ) — Apaiṭha (See)
- ଦେ. ବିଣ. (ସଂ. ଅପ୍ରବିଷ୍ଟ; ପ୍ରା. ଅପଇଟ୍ଠ) — ଅପହଞ୍ଚ — That which cannot be reached
- ଦେ. ବିଣ. (ସଂ. ଅପ୍ରବିଷ୍ଟ; ପ୍ରା. ଅପଇଟ୍ଠ) — ଅପ୍ରାପ୍ୟ — Unattainable
- ଦେ. ବିଣ. (ସଂ. ଅପ୍ରବିଷ୍ଟ; ପ୍ରା. ଅପଇଟ୍ଠ) — ଦୁର୍ଗମ — Impassable