ଅପସରା Apasarā
- ଦେ. ପଦ୍ୟ. ବି. (ସଂ=ଅପ୍ସରସ୍ ଶବ୍ଦଜ) — ସ୍ୱର୍ଗବେଶ୍ୟା; ଅପ୍ସରା — The heavenly nymphs
- ଦେ. ପଦ୍ୟ. ବି. (ସଂ=ଅପ୍ସରସ୍ ଶବ୍ଦଜ) — ଯେବେ ବ୍ରହ୍ମା ଅପସରାକୁ ଶାପ ଦେଲେ—କୃଷ୍ଣସିଂହ, ମହାଭାରତ, ଆଦି।
- ଦେ. ପଦ୍ୟ. ବି. (ସଂ=ଅପ୍ସରସ୍ ଶବ୍ଦଜ) — ଅପ୍ସରାର ଡାକ ନାମ — The name for calling Apsarā