ଅପଦାର୍ଥ Apadārtha
- ସଂ. ବି. (ଅ=ହୀନ+ପଦାର୍ଥ=ବସ୍ତୁ) — ଅଯୋଗ୍ୟ ବସ୍ତୁ — Non-entity; worthless thing
- ଦେ. ବି. — ଅମନୁଷ୍ୟ; ଅଯୋଗ୍ୟ — A worthless chap
- ସଂ. ବିଣ. (ବହୁବ୍ରୀହି; ଅ=ଅଭାବ+ପଦାର୍ଥ) — ଅସାର — Unsubstantial
- ସଂ. ବିଣ. (ବହୁବ୍ରୀହି; ଅ=ଅଭାବ+ପଦାର୍ଥ) — ଅକର୍ମଣ୍ୟ; ନିକୃଷ୍ଟ — Worthless; good for nothing