ଅପଥ Apatha

  • ସଂ. ବି — (ଅ=ମନ୍ଦ+ପଥ=ବାଟ) — କୁପଥ; ଅସତ୍. ମାର୍ଗ—. Bad or evil path
  • ସଂ. ବି — (ଅ=ନୁହେ+ପଥ)—ଯାହା ବାଟ ନୁହେଁ; ଅବାଟ — No road; absence of path
  • ସଂ. ବିଣ. (ଅ=ନାହିଁ+ପଥ; ଯହିଁର ପଥ ନାହିଁ) — ପଥଶୂନ୍ୟ — Pathless