ଅନିତ Anita

  • ସଂ. ବିଣ. (ନ+ଇତ) — (ଅମୁକ ସ୍ଥାନକୁ) ଯାଇ ନ ଥିବା — Not gone to
  • ସଂ. ବିଣ. (ନ+ଇତ) — ପାଇ ନ ଥିବା — Not having obtained
  • ସଂ. ବିଣ. (ନ+ଇତ) — ବିହୀନ — Destitute of (M.W.)