ଅନିଆମୀ Aniāmī
- ଗ୍ରା. ବି. (ସଂ. ଅନିୟମ) — ଅନିୟମ — Want of rule; irregularity
- ଗ୍ରା. ବି. (ସଂ. ଅନିୟମ) — ନିୟମର ଅପାଳନ — Non-observance of rules
- ଗ୍ରା. ବିଣ. (ସଂ. ଅନିୟମୀ) — ଅନିୟମିତ — Not regular
- ଗ୍ରା. ବିଣ. (ସଂ. ଅନିୟମୀ) — ଯେ ସଦାଚାର ପାଳନ କରେ ନାହିଁ — Not observing the social rules of cleanliness