ଅଧ Adha
- ଦେ. ବି. (ସଂ. ଅର୍ଦ୍ଧ; ପ୍ରା. ଅଦ୍ଧ) — ଅର୍ଦ୍ଧ — Half
- ଦେ. ବି. (ସଂ. ଅର୍ଦ୍ଧ; ପ୍ରା. ଅଦ୍ଧ) — ମଧ୍ୟସ୍ଥଳ — Middle
- ଦେ. ବିଣ. (ଅନ୍ୟ ବି. ଓ ବିଣ. ଶବ୍ଦପୂର୍ବେ ଲାଗେ ଯଥା— ଅଧରାତି; ଅଧ ବାୟା) — ଅମୁକର ଅର୍ଦ୍ଧପରିମିତ(ଯଥା—ଅଧସେର) — Half of
- ଦେ. ବିଣ. (ଅନ୍ୟ ବି. ଓ ବିଣ. ଶବ୍ଦପୂର୍ବେ ଲାଗେ ଯଥା— ଅଧରାତି; ଅଧ ବାୟା) — ଅମୁକ ମଧ୍ୟସ୍ଥଳ(ଯଥା—ଅଧରାତି) — Middle of
- ଦେ. ବିଣ. (ଅନ୍ୟ ବି. ଓ ବିଣ. ଶବ୍ଦପୂର୍ବେ ଲାଗେ ଯଥା— ଅଧରାତି; ଅଧ ବାୟା) — ଅସମ୍ପୂର୍ଣ୍ଣରୂପେ (ଯଥା—ଅଧଖିଆ) — Half; partially
- ଦେ. ବିଣ. (ଅନ୍ୟ ବି. ଓ ବିଣ. ଶବ୍ଦପୂର୍ବେ ଲାଗେ ଯଥା— ଅଧରାତି; ଅଧ ବାୟା) — (ସଂ. ଅଧଃ)— ତଳ; ନିମ୍ନସ୍ଥ — Lower
- ଦେ. ବିଣ. (ଅନ୍ୟ ବି. ଓ ବିଣ. ଶବ୍ଦପୂର୍ବେ ଲାଗେ ଯଥା— ଅଧରାତି; ଅଧ ବାୟା) — ଅଧ ଅଧରରେ ସ୍ମିତ ଉଲ୍ଲାସି ହେଲେ ଲଜ୍ଜିତ—କବିସୂର୍ଯ୍ୟ, କିଶୋରୀଚମ୍ପୂ, ଣ ଗୀତ।
- ଦେ. ବିଣ. (ଅନ୍ୟ ବି. ଓ ବିଣ. ଶବ୍ଦପୂର୍ବେ ଲାଗେ ଯଥା— ଅଧରାତି; ଅଧ ବାୟା) — (ସଂ. ଅଧଃ)—ନିକୃଷ୍ଟ — Inferior
- ଦେ. ବିଣ. (ଅନ୍ୟ ବି. ଓ ବିଣ. ଶବ୍ଦପୂର୍ବେ ଲାଗେ ଯଥା— ଅଧରାତି; ଅଧ ବାୟା) — ବୀରଶ୍ରେଷ୍ଠ ମହା ବଳବାନ, ଅଧବିଚାରେ ଅଧୋଭୁବନ। ଭଞ୍ଜ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ, 24/12 । — ବୀରଶ୍ରେଷ୍ଠ ମହା ବଳବାନ, ଅଧବିଚାରେ ଅଧୋଭୁବନ ଭଞ୍ଜ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ,24/12