ଅଧଡ଼ଧଡ଼ Adhaṟḍ̠adhaṟḍ̠a

  • ଦେ. ଅ — ଯେଉଁ ବ୍ୟକ୍ତିର ଶରୀର ବାର୍ଦ୍ଧକ୍ୟ ବା ରୋଗ ଯୋଗୁଁ ଅତି ଶୀର୍ଣ୍ଣ — A person of emaciated frame
  • ଦେ. ଅ — ଅଧଡ଼ଧଡ଼! ଘରେ ଭାତ ନାହି ବୁଢ଼ୀକି ତଡ଼—ଢଗ।
  • ଦେ. ବିଣ — ଅଦଢ଼ (ଦେଖ) — Adaṟḍ̠ẖa (See)
  • ଦେ. ବିଣ — ଭଙ୍ଗା — Broken
  • ଦେ. ବିଣ — ହୁଗୁଳା — 3. Slack; loose
  • ଦେ. ବିଣ — ଅତି ଜୀର୍ଣ୍ଣଶୀର୍ଣ୍ଣ — Very weak and emaciated