ଅଧଡ଼କ Adhaṟḍ̠aka
- ଗ୍ରା. ବିଣ. (ସଂ. ଅ+ଧଡ଼କ୍=ଧ୍ୱନ୍ୟର୍ଥକ; ଭୟଜନିତ ଛାତିର ଧଡ଼ଧଡ଼ ନ ହେବା) — ନିଧଡ଼କ; ନିର୍ଭୟ — Fearless
- ଗ୍ରା. ବିଣ. (ସଂ. ଅ+ଧଡ଼କ୍=ଧ୍ୱନ୍ୟର୍ଥକ; ଭୟଜନିତ ଛାତିର ଧଡ଼ଧଡ଼ ନ ହେବା) — ନିଶ୍ଚିନ୍ତ — Free from anxiety
- ଗ୍ରା. କ୍ରି. ବିଣ — ନିଶ୍ଚିନ୍ତରେ — Fearlessly; without fear or anxiety