ଅଧିଆ Adhiā
- ଗ୍ରା. ବିଣ. (ସଂ. ଅଧ୍ୟାୟ) — ଗ୍ରନ୍ଥାଦିର ଅଧ୍ୟାୟ — Chapter (of a book)
- ଗ୍ରା. ବିଣ. (ସଂ. ଅଧ୍ୟାୟ) — (ସଂ. ଅଧିବାସ)—ଅଭୀଷ୍ଟ ଫଳପ୍ରାପ୍ତି କାମନାପୂର୍ବକ ଦୋବତାଙ୍କ ନିକଟରେ ଅନୁସରଣ କରି ପଡ଼ିରହିବା; ଧାରଣା — Lying prostrate before a deity till one's wish is fulfilled
- ଗ୍ରା. ବିଣ. (ସଂ. ଅଧ୍ୟାୟ) — (ସଂ. ଅର୍ଦ୍ଧ) ତାଡ଼ି ରଖିବାର ଛୋଟ ମାଠିଆ — 3. A pot or small jug for keeping toddy
- ଗ୍ରା. ବିଣ. (ସଂ. ଅଧ୍ୟାୟ) — (ଦ୍ର—ଅଧିଆ ଉରାଠାରୁ ବଡ଼ ଓ ଘଡ଼ାଠାରୁ ସାନ।)