ଅଧସ୍ତନ Adhastana

  • ସଂ. ବିଣ—(ଅଧସ୍+ଅବସ୍ଥିତ ହେବା ଅର୍ଥରେ. ତନ) — ନିମ୍ନରେ ଅବସ୍ଥିତ; ନିମ୍ନତର — Lower
  • ସଂ. ବିଣ—(ଅଧସ୍+ଅବସ୍ଥିତ ହେବା ଅର୍ଥରେ. ତନ) — ତଳେ ଥିବା — Situated beneath or below
  • ସଂ. ବିଣ—(ଅଧସ୍+ଅବସ୍ଥିତ ହେବା ଅର୍ଥରେ. ତନ) — ଏଥି ପୂର୍ବେ ଘଟିଥିବା; ପୂର୍ବବର୍ତ୍ତୀ — Prior; previous