ଅଧକ Adhaka

  • ଦେ. ବି. (ସଂ. ଅର୍ଦ୍ଧ) — ଅର୍ଦ୍ଧପରିମାଣ — Half in quantity
  • ଦେ. ବି. (ସଂ. ଅର୍ଦ୍ଧ) — ଅର୍ଦ୍ଧେକ; ଅର୍ଦ୍ଧାଂଶ — Half portion
  • ଦେ. ବି. (ସଂ. ଅର୍ଦ୍ଧ) — ଆସନ ଅଧକରେ ବସାଇଲେ ନେଇ। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ବିଣ — ଅର୍ଦ୍ଧ ପରିମିତମାତ୍ର — Half only of (a thing.)