ଅଦ୍ୱୟ Adwaya
- ସଂ. ବିଣ. (ବହୁବ୍ରୀହି; ଅ+ଦ୍ୱୟ) — ଅଦ୍ୱିତୀୟ — Unparalleled; unique
- ସଂ. ବିଣ. (ବହୁବ୍ରୀହି; ଅ+ଦ୍ୱୟ) — ଏକକ; ଏକାକୀ — single; solitary
- ସଂ. ବିଣ. (ବହୁବ୍ରୀହି; ଅ+ଦ୍ୱୟ) — ଅଦୈତ; ଯାହାର ଦ୍ୱିତୀୟରୂପ ନାହିଁ — Non—dual
- ସଂ. ବିଣ. (ବହୁବ୍ରୀହି; ଅ+ଦ୍ୱୟ) — ଯାହାର ପ୍ରକାରାନ୍ତର ନାହିଁ — having no alternative
- ସଂ. ବିଣ. (ବହୁବ୍ରୀହି; ଅ+ଦ୍ୱୟ) — ଏକ ମାତ୍ର — Only; Sole
- ସଂ. ବି — ବୁଦ୍ଧବିଶେଷ — Name of a Buddha (M.W.)
- ସଂ. ବି — ଅଦ୍ୱୈତତା; ଦ୍ୱିତୀୟ ରୂପ ନ ଥିବା ଅବସ୍ଥା — Non-duality
- ସଂ. ବି — ଏକତା; ଅଭିନ୍ନତା — Unity; identity
- ସଂ. ବି — ବ୍ରହ୍ମ ସଙ୍ଗେ ଜୀବାତ୍ମାର ଏକତା — Indentity of the Brahma with the human soul
- ସଂ. ବି — ବ୍ରହ୍ମ ସଙ୍ଗେ ବ୍ରହ୍ମାଣ୍ଡର ଏକତା — Identity of the Brahama with the creation
- ସଂ. ବି — ଭୂତ ସଙ୍ଗେ ଆତ୍ମାର ଅଭିନ୍ନତା — Identity of spirit with matter
- ସଂ. ବି — ବ୍ରହ୍ମା — Brahmā, the Creator of the Universe