ଅଦେୟ Adeya

  • ସଂ. ବିଣ. (ଅ+ଦେୟ) — ଯାହା ଦିଆଯାଇ ନପାରେ — Which cannot he given away
  • ସଂ. ବିଣ. (ଅ+ଦେୟ) — ଯାହା ଦେବାର ଅନୁପଯୁକ୍ତ — Unfit to be given away
  • ସଂ. ବିଣ. (ଅ+ଦେୟ) — ଯାହା ଦେବା ଅନୁଚିତ — Not proper to be given away
  • ସଂ. ବିଣ. (ଅ+ଦେୟ) — ଯାହା ଦେବା ଆଇନ୍ ଅନୁସାରେ ନିଷିଦ୍ଧ — That which it is illegal to give away
  • ସଂ. ବିଣ. (ଅ+ଦେୟ) — (ଯଥା—ଆପଣାର ସ୍ତ୍ରୀ)
  • ସଂ. ବି — (ସ୍ମୃତି) ଆଇନ୍ ଅନୁସାରେ ଅଦେୟ ବସ୍ତୁ — A class of things which it is illegal to give away
  • ସଂ. ବି — [ଯଥା—ସ୍ତ୍ରୀ; ପୁତ୍ର, ଅନ୍ୟଦ୍ୱାରା ଗଚ୍ଛିତ ଧନ, ଅନ୍ୟକୁ ଦେବା ପାଇଁ ପ୍ରତିଶ୍ରୁତ ହୋଇଥିବା ପଦାର୍ଥ, ସାଧାରଣ ବ୍ୟବହାର୍ଯ୍ୟ ସମ୍ପତ୍ତି, ଜାମିନ୍ ବା ଡିପାଜିଟ୍ ରଖାଯାଇଥିବା ବସ୍ତୁ ବା ଧନ।]