ଅଦାର Adāra

  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+ଦାରା) — ଯାହାର ଭାର୍ଯ୍ୟା ନାହିଁ — Having no wife
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+ଦାରା) — ମୃତଦାର — Widower
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+ଦାରା) — ଅବିବାହିତ — Unmarried
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+ଦାରା) — (ଅ+ଦୃ ଧାତୁ+କର୍ତ୍ତୃ. ଅ)— ଯେ ବିଦାରଣ କରେ ନାହିଁ — Not tearing