ଅଦାନ Adāna

  • ସଂ. ବି. ପୁଂ. (ବହୁବ୍ରୀହି; ଅ+ଦାନ) — କୃପଣ; ଅଦାତା — Miserly
  • ସଂ. ବି. ପୁଂ. (ବହୁବ୍ରୀହି; ଅ+ଦାନ) — ଯେଉଁ ହାତିର ଗଣ୍ଡରୁ ଦାନବାରି ବହି ନାହିଁ — (an elephant) without rut
  • ସଂ. ବି. (ଅ+ଦାନ) — ଅପାତ୍ରରେ ଦାନ — Donation or gift to an unfit person
  • ସଂ. ବି. (ଅ+ଦାନ) — ନିକୃଷ୍ଟ ବା ଗର୍ହିତ ବା ଅଯୋଗ୍ୟ ଉଦ୍ଦେଶ୍ୟରେ ଦାନ — Gift towards an improper or bad object
  • ସଂ. ବି. (ଅ+ଦାନ) — ନିକୃଷ୍ଟ ଦାନ — Inferior donation