ଅଦାତା Adātā

  • ସଂ. ବିଣ. ପୁଂ. (ଅ+ଦାତୃ; 1 ମା. 1 ବ.) — ଯେ ଦାତା ବା ଦାନଶୀଳ ନୁହେ — Not charitable
  • ସଂ. ବିଣ. ପୁଂ. (ଅ+ଦାତୃ; 1 ମା. 1 ବ.) — କୃପଣ — Miserly
  • ସଂ. ବିଣ. ପୁଂ. (ଅ+ଦାତୃ; 1 ମା. 1 ବ.) — ଯେ ଧନ ଦେବା ପାଇଁ ଦାୟୀ ନୁହେ — Not liable to pay