ଅଦନ୍ତ Adanta

  • ସଂ. ବିଣ. (ବହୁବ୍ରୀହି; ଅତ୍+ଅନ୍ତ; ଅତ୍ ଅଛି ଅନ୍ତରେ ଯାହାର) — (ବ୍ୟାକରଣ) ଯେଉଁ ଶବ୍ଦ ଶେଷରେ 'ଅତ୍' ଥାଏ — (Grammar) Word ending with the affix 'at'
  • ସଂ. ବିଣ. (ବହୁବ୍ରୀହି; ଅତ୍+ଅନ୍ତ; ଅତ୍ ଅଛି ଅନ୍ତରେ ଯାହାର) — (ଯଥା—ଦଦତ୍, ଗଚ୍ଛତ୍, କର୍ବତ୍, ଦଧତ୍।)
  • ସଂ. ବିଣ. (ବହୁବ୍ରୀହି; ଅତ୍+ଅନ୍ତ; ଅତ୍ ଅଛି ଅନ୍ତରେ ଯାହାର) — (ବ୍ୟାକରଣ) ଯେଉଁ ଶବ୍ଦର ଶେଷ ଅକ୍ଷର 'ଅ' ଅଟେ — (grammar) Word ending in the short vowel 'a'
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+ଦନ୍ତ) — ଦନ୍ତହୀନ — Toothless
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+ଦନ୍ତ) — ଯେଉଁ ଶିଶୁର ଦାନ୍ତ ଅବଧି ଉଠି ନାହିଁ — (a child) Who has not yet teethed
  • ସଂ. ବି — ଜୋକ — Leech
  • ସଂ. ବି — (ବୀରଭଦ୍ର ଦକ୍ଷଯଜ୍ଞ ନଷ୍ଟକରିବା ସମୟରେ ସେହି କନ୍ଦଳରେ ଏହାଙ୍କ ଦାନ୍ତଯାକ ଭାଙ୍ଗି ଯାଇଥିବାରୁ)— ଦ୍ୱାଦଶାଦିତ୍ୟ ମଧ୍ୟରୁ ଏକତମ; ପୁଷା — Pushā one of the twelve sun Gods