ଅଦନା Adanā
- ବୈଦେ. ବିଣ. [ଆ. ଅଦ୍ନା=ତୁଚ୍ଛ, ନୀଚ (ବ୍ୟକ୍ତି)] — ତୁଚ୍ଛ; ହେୟ (ବ୍ୟକ୍ତି) — Insignificant (person)
- ବୈଦେ. ବିଣ. [ଆ. ଅଦ୍ନା=ତୁଚ୍ଛ, ନୀଚ (ବ୍ୟକ୍ତି)] — ନୀଚ (ବ୍ୟକ୍ତି) — Low; mean (person)
- ବୈଦେ. ବିଣ. [ଆ. ଅଦ୍ନା=ତୁଚ୍ଛ, ନୀଚ (ବ୍ୟକ୍ତି)] — ସାଧାରଣ; ମାମୁରି (କର୍ମ) — Ordinary (matter)
- ବୈଦେ. ବିଣ. [ଆ. ଅଦ୍ନା=ତୁଚ୍ଛ, ନୀଚ (ବ୍ୟକ୍ତି)] — ଇତର (ବ୍ୟକ୍ତି) — Ordinary (person) belonging to the mass
- ଦେ. ବିଣ. (ସଂ. ଅ+ଦିନ) — ଅଦିନିଆ (ବ୍ୟକ୍ତି); ଯେଉଁ ବ୍ୟକ୍ତି ଅକସ୍ମାତ୍ କୌଣସି— ଠାରେ ପହଞ୍ଚିଯାଏ — (a person) who unexpectedly visits a place
- ଦେ. ବିଣ. (ସଂ. ଅ+ଦିନ) — ସାମୟିକ (କାର୍ଯ୍ୟ) — Occasional (act)
- ଦେ. ବିଣ. (ସଂ. ଅ+ଦିନ) — ଆଗନ୍ତୁକ (ବ୍ୟକ୍ତି) — Stranger (person)
- ଦେ. ବିଣ. (ସଂ. ଅ+ଦିନ) — ଅସ୍ଥାୟୀ (କର୍ମ) — Temporary (act)