ଅଦତ୍ତ Adatta

  • ସଂ. ବିଣ. (ଅ+ଦତ୍ତ) — ଯାହା ଦିଆଯାଇ ନାହିଁ — Not given away
  • ସଂ. ବିଣ. (ଅ+ଦତ୍ତ) — ଅନ୍ୟାୟରୂପେ ଦତ୍ତ — Unjustly given
  • ସଂ. ବିଣ. (ଅ+ଦତ୍ତ) — (ପୁଂ)— ଯାହାକୁ ଅନ୍ୟ ସଙ୍ଗେ ବିବାହ ଦିଆଯାଇ ନାହିଁ — Not given in marriage
  • ସଂ. ବିଣ. (ଅ+ଦତ୍ତ) — (ପୁଂ)—ଯେଉଁ ବ୍ୟକ୍ତି କିଛିମାତ୍ର ଦାନ କରି ନାହିଁ — (a person) who has given nothing
  • ସଂ. ବି. (ସ୍ମୃତିଶାସ୍ତ୍ର) — ବେଆଇନ୍ ଦାନ; ଯେଉଁ ଦାନ ଆଇନଅନୁସାରେ ଅସିଦ୍ଧ — (Law) A donation which is legally null and void
  • ସଂ. ବି. (ସ୍ମୃତିଶାସ୍ତ୍ର) — (ଯଥା—ବାତୁଳଦ୍ୱାରା ଦାନ; ବିପନ୍ନ ବ୍ୟକ୍ତି ବା ବଳାତ୍କୃତ ବ୍ୟକ୍ତି— ଦ୍ୱାରା ଦାନ।)
  • ସଂ. ବି. (ସ୍ମୃତିଶାସ୍ତ୍ର) — ଯେଉଁ ଦାନକୁ ଦାତା ବା ଦାତାର ସ୍ଥଳାଭିଷିକ୍ତ ବ୍ୟକ୍ତି ରଦ୍ କରିପାରେ — A revocable gift