ଅଦଣ୍ଡ Adaṇḍa

  • ସଂ. ବିଣ. (ବହୁବ୍ରୀହି; ଅ+ଦଣ୍ଡ) — ଅଦଣ୍ଡ୍ୟ — Not deserving punishment
  • ସଂ. ବିଣ. (ବହୁବ୍ରୀହି; ଅ+ଦଣ୍ଡ) — ଦଣ୍ଡରୁ ମୁକ୍ତ — Exempted from punishment
  • ସଂ. ବିଣ. (ବହୁବ୍ରୀହି; ଅ+ଦଣ୍ଡ) — କରରହିତ; ନିଷ୍କର — Rent-free
  • ସଂ. ବିଣ. (ବହୁବ୍ରୀହି; ଅ+ଦଣ୍ଡ) — (ହିନ୍ଦି ଶବ୍ଦସାଗର)
  • ସଂ. ବି. (ନଞ ତତ୍) — ଦଣ୍ଡରୁ ଅବ୍ୟାହତି — Exemption from punishment; impunity