ଅଦଛିଆ Adachhiā

  • ଗ୍ରା. ବିଣ. (ସଂ. ଅଯଶସ୍କ) — ଅଦଛ (ଦେଖ) — Adachha (See)
  • ଗ୍ରା. ବିଣ. (ସଂ. ଅଯଶସ୍କ) — ଅମଙ୍ଗୁଳିଆ; ଯେଉଁ ଲୋକ ହାତ ଦେବା କାର୍ଯ୍ୟ ବିଫଳ ହୁଏ — Inauspicious