ଅଥାନ Athāna
- ଦେ. ବି. (ସଂ. ଅସ୍ଥାନ) — ଅସ୍ଥାନ; ମନ୍ଦ ସ୍ଥାନ — Evil place
- ଦେ. ବି. (ସଂ. ଅସ୍ଥାନ) — ଅଯୋଗ୍ୟ ସ୍ଥାନ — Unfit palce
- ଦେ. ବି. (ସଂ. ଅସ୍ଥାନ) — ଅସୁବିଧାଜନକ ସ୍ଥାନ — Inconvenient place
- ଦେ. ବି. (ସଂ. ଅସ୍ଥାନ) — ଦେହର ମର୍ମସ୍ଥାନ — Vital or vulnerable part of the body
- ଦେ. ବି. (ସଂ. ଅସ୍ଥାନ) — ଦେହର ଗୁପ୍ତସ୍ଥାନ (ଗୁହ୍ୟଦ୍ୱାର, ଲିଙ୍ଗ) — Private part of the body
- ଦେ. ବି. (ସଂ. ଅସ୍ଥାନ) — ଅନିର୍ଦ୍ଦିଷ୍ଟ ସ୍ଥାନ — Uncertain place
- ଦେ. ବିଣ — ସ୍ଥାନାନ୍ତିତ — Transferred from one place to another
- ଦେ. ବିଣ — ଆଶ୍ରୟହୀନ — Helpless
- ଦେ. ବିଣ — ଗୃହଶୂନ୍ୟ — Homeless