ଅତଡ଼ Ataṟḍ̠a

  • ଦେ. ବି. (ସଂ. ଅତଟ) — ଲମ୍ବ ଭାବରେ ଉଠିଥିବା ନଈର ଅତ୍ୟୁଚ୍ଚ ତଟଭୂମି — Precipitous bank of a river
  • ଦେ. ବି. (ସଂ. ଅତଟ) — ହରିବି କେହ୍ନେ ବୋଲି ଗଛ ବାଡ଼େ / କାହିଁ କଦମ୍ବ ମୂଳରେ କାଳିନ୍ଦୀ ଅତଡ଼େ। ପୀତାମ୍ବର, ନୃସିଂହପୁରାଣ।
  • ଦେ. ବି. (ସଂ. ଅତଟ) — ଉଚ୍ଚ ନୀଚ ଭୂମି (ନନ୍ଦ) — Uneven land