ଅତ୍କ Atka

  • ସଂ. ବି. ପୁଂ. (ଅତ୍ ଧାତୁ=ଗମନ କରିବା+କର୍ତ୍ତୃ. କ) — ପଥିକ; ପର୍ଯ୍ୟଟକ — Traveller
  • ସଂ. ବି. ପୁଂ. (ଅତ୍ ଧାତୁ=ଗମନ କରିବା+କର୍ତ୍ତୃ. କ) — ଦେହର ଅଙ୍ଗ — Limb or member of the body