ଅତୁଟ Atuṭa

  • ଦେ. ବିଣ (ସଂ. ଅ+ତ୍ରୁଟିତ) — ଅକ୍ଷତ; ଅଭଗ୍ନ — Unbroken
  • ଦେ. ବିଣ (ସଂ. ଅ+ତ୍ରୁଟିତ) — କଳ୍ପ କଳ୍ପାନ୍ତରେ ତାହା ଅତୁଟ ଅଟଇ। ଅନେକ ବିଘାତେ ନନ୍ଦଘୋଷ ନ ଫୁଟଇ। ସାରଳା ମହାଭାରତ, ଉଦ୍ଯୋଗ।
  • ଦେ. ବିଣ (ସଂ. ଅ+ତ୍ରୁଟିତ) — ଅବିଛିନ୍ନ — Continuous
  • ଦେ. ବିଣ (ସଂ. ଅ+ତ୍ରୁଟିତ) — ଅନାହତ — Unhurt
  • ଦେ. ବିଣ (ସଂ. ଅ+ତ୍ରୁଟିତ) — ଅବିନାଶୀ — Indestructible
  • ଦେ. ବିଣ (ସଂ. ଅ+ତ୍ରୁଟିତ) — ପୂର୍ଣ୍ଣାଙ୍ଗ — Whole; entire
  • ଦେ. ବିଣ (ସଂ. ଅ+ତ୍ରୁଟିତ) — ଅତୁଟ ତାହାର ଲକ୍ଷ୍ମୀ ଥିଲା ସେହି ଯାଏ। ସାରଳା ମହାଭାରତ, ଉଦ୍ଯୋଗ।
  • ଦେ. ବିଣ (ସଂ. ଅ+ତ୍ରୁଟିତ) — ଅକ୍ଷୟ; ଅସରନ୍ତି — Inexhaustible
  • ଦେ. ବିଣ (ସଂ. ଅ+ତ୍ରୁଟିତ) — ବିଶୀର୍ଣ୍ଣ ସରଧି ଶରଧି ଅତୁଟ କାଣ୍ଡ କାଣ୍ଡ ଉଲ୍ଲୋଳର। ଭଞ୍ଜ, ବୈଦେହୀଶବିଳାସ 49 । 64 । — ବିଶୀର୍ଣ୍ଣ ସରଧି ଶରଧି ଅତୁଟ କାଣ୍ଡ କାଣ୍ଡ ଉଲ୍ଲୋଳର ଭଞ୍ଜ, ବୈଦେହୀଶବିଳାସ4964
  • ଦେ. ବିଣ (ସଂ. ଅ+ତ୍ରୁଟିତ) — ସମ୍ପୂର୍ଣ୍ଣ; ପୂର୍ଣ୍ଣଭାବରେ ଥିବା — Full
  • ଦେ. ବିଣ (ସଂ. ଅ+ତ୍ରୁଟିତ) — ଖାଣ୍ଟି — Pure
  • ଦେ. ବିଣ (ସଂ. ଅ+ତ୍ରୁଟିତ) — ଅତୁଟ କନକ ଯେ ଶୋଭନ ଘଟ ଜାଣି। ସାରଳା ମହାଭାରତ, ଆଦି।