ଅତୀବ Atība

  • ସଂ. ବିଣ—(ଅତି+ଇବ) — ଅତିଶୟ; ଅତି; ଅତ୍ୟନ୍ତ — Very; very much; too much
  • ସଂ. ବିଣର ବିଣ — ଅତ୍ୟଧିକରୂପେ — Excedingly