ଅତିରଣ Atiraṇa

  • ସଂ. ବିଣ. (ଅତି+ରଣ; ବହୁବ୍ରୀହି) — ଅତିଶୟ ସମରନିପୁଣ — Very skilful in war
  • ସଂ. ବିଣ. (ଅତି+ରଣ; ବହୁବ୍ରୀହି) — ବୀରେନ୍ଦ୍ର ଶର ଭଳି, ବଳି ପ୍ରଜ୍ଜ୍ୱଳି / ଅତିରଣ କୀରତି ରତି। ଭଞ୍ଜ, ବୈଦେହୀଶବିଳାସ 46 । 12 । — ବୀରେନ୍ଦ୍ର ଶର ଭଳି, ବଳି ପ୍ରଜ୍ଜ୍ୱଳି / ଅତିରଣ କୀରତି ରତି ଭଞ୍ଜ, ବୈଦେହୀଶବିଳାସ4612