ଅତିବଳ Atibaḻa

  • ସଂ. ବିଣ. ପୁଂ. (ବହୁବ୍ରୀହି; ଅତି+ବଳ) — ଅତ୍ୟନ୍ତ ବଳଶାଳୀ — Very strong
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅତି+ବଳ) — ଅତ୍ୟନ୍ତ ବେଗବାନ୍ — Very forcible