ଅତିଗବ Atigaba

  • ସଂ. ବିଣ (ଅତି+ଗୋ=ଇନ୍ଦ୍ରିୟ+ଅ) — ଇନ୍ଦ୍ରିୟର ଅଗୋଚର — Imperceptible
  • ସଂ. ବିଣ (ଅତି+ଗୋ=ଇନ୍ଦ୍ରିୟ+ଅ) — ଅବର୍ଣ୍ଣନୀୟ — Indescribable
  • ସଂ. ବିଣ (ଅତି+ଗୋ=ଇନ୍ଦ୍ରିୟ+ଅ) — ଗମାର୍; ନିର୍ବୋଧ — Stupid; foolish