ଅତସ Atasa

  • ସଂ. ବି. (ଅତ ଧାତୁ+କର୍ତ୍ତୃ. ଅସ) — ବାୟୁ; ପବନ — The air; wind
  • ସଂ. ବି. (ଅତ ଧାତୁ+କର୍ତ୍ତୃ. ଅସ) — ଆତ୍ମା — The soul
  • ସଂ. ବି. (ଅତ ଧାତୁ+କର୍ତ୍ତୃ. ଅସ) — ଛଣପଟ ଅଂଶୁରେ ବୁଣା ଲୁଗା